କଦମା
ଦେଖଣା
କଦମା —
ଉଚ୍ଚାରଣ: Kadamā
ଦେ. ବିଣ —
୧: ତରୁଣ; ଦାମୂଡ଼ି (ମଇଁଷି) — ୧. Young (buffalo)
୨: ଜଳରେ ଓଦା ହୋଇ ଫୂଲିଥିବା କଞ୍ଚା ଚୂଡ଼ା ସଙ୍ଗେ ମିଠାମିଶା ଏକ ପ୍ରକାର ଖାଦ୍ୟ —A kind of food prepared from parched paddy.