Jump to content

କଦର୍ଥିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଦର୍ଥିବା
ଉଚ୍ଚାରଣ: Kadarthibā

ଦେ. (ପଦ୍ୟ) କ୍ରି. (ସଂ. କଦର୍ଥନ) —

କଷ୍ଟ ଦେବା — To trouble; to affict.

ଐଶ୍ରର୍ୟ୍ୟ ଧନ ଆଦି ଯେତେ; ନିତ୍ଯେ କଦର୍ଥନ୍ତି ସମସ୍ତେ— ଜଗନ୍ନାଥ. ଭଗବତ