କଦର୍ଥେ
ଦେଖଣା
କଦର୍ଥେ —
ଉଚ୍ଚାରଣ: Kadarthe
ଦେ. (ପ୍ରାଚୀନ ପଦ୍ୟ) ଅ. (ଅଶୁଦ୍ଧ; ସଂ. କିମର୍ଥଂ)—
୧: କାହିଁକି —୧. The reason why.
ଆଗତ କଦର୍ଥେ ପଦର୍ଥେ କହି କିସ ହେବ— ଭଞ୍ଜ. କୋଟିବ୍ରହ୍ମାଣ୍ଡସୂନ୍ଦରି
୨: (ସଂ. କଦର୍ଥଂ) କଦର୍ୟ୍ୟ ଭାବରେ — ୨. In an awkward or horrible manner.
କଦର୍ଥେ କରନ୍ତି ରକ୍ଷଣ; କରଇ କାତରେ ଲୋଦନ— ଜଗନାଥ. ଭାଗବତ