କଦର୍ କାଦର୍
ଦେଖଣା
କଦର୍ କାଦର୍ —
ଉଚ୍ଚାରଣ: Kadarkādar
কদরকাদর
कदरकादर
ବୈଦେ. ବି —
ଖଞ୍ଜଖାଞ୍ଜ୍; ଛକାପାଞ୍ଚା — Vigilance; strategy; tactics.
ବିଣ. —
ତାକତରବିଆ; ହୁସିଆର — Watchful; tactical.
କଦର୍ କାଦର୍ —
ଉଚ୍ଚାରଣ: Kadarkādar
কদরকাদর
कदरकादर
ବୈଦେ. ବି —
ଖଞ୍ଜଖାଞ୍ଜ୍; ଛକାପାଞ୍ଚା — Vigilance; strategy; tactics.
ବିଣ. —
ତାକତରବିଆ; ହୁସିଆର — Watchful; tactical.