କଦର୍ ଦାନ୍
ଦେଖଣା
କଦର୍ ଦାନ୍ —
ଉଚ୍ଚାରଣ: Kadardān
কদরদান্
कदरदान
ବୈଦେ. ବିଣ. (ଫା) —
୧: କାଇଲି (ଲୋକ); ଯେଉଁ ଲୋକ ଆପଣାର ଦୋଷ ତ୍ରୂଟି ସ୍ବୀକାର କରେ — ୧. (a person) Who admits his fault.
୨: ଗୁଣଗ୍ରାହି; ଗୁଣଗ୍ରାହକ — ୨. One who appreciates merit.
ମିଆଁ ହୁକୁମ କଲେ, ବହୁତ କଦରଦାନ ଆଦିମ୍— ଫକୀରମୋହନ. ଛମାଣଆଠଗୁଣ୍ଠ