Jump to content

କଦଳୀ କନ୍ଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଦଳୀ କନ୍ଦ
ଉଚ୍ଚାରଣ: Kadaḻī kanda

ସଂ. ବି. (୬: ଷ୍ଠୀ ତତ୍; କଦଳୀ+କନ୍ଦ) —

କଦଳୀ ଗଛର ପିଣ୍ଡାକାର ମୂଳ — The bulb at the root of plantain-trees.

[ଦ୍ର— ଏହା ବଳକର, ଅମ୍ଲପିତ୍ତକାଶକ, ଅଗ୍ନି ବର୍ଦ୍ଧକ, ଦାହନାଶକ, ମଧୁର ଓ ରୁଚିକାରକ]