କଦଳୀ କାଣ୍ଡ
ଦେଖଣା
କଦଳୀ କାଣ୍ଡ —
ଉଚ୍ଚାରଣ: Kadaḻī kāṇḍa
ସଂ. ବି. (୬: ଷ୍ଠୀ ତତ୍; କଦଳୀ+କାଣ୍ଡ) —
କଦଳୀ ଗଛର ଗଣ୍ଡି —The trunk of a plantain tree.
କାଟିଲେ କଦଳୀ କାଣ୍ଡ ପ୍ରାଯେ କରବାଳେ ଅଶ୍ବବାର ମହାବୀର.................. ରାଧାନାଥ—ମହାୟାତ୍ରା