Jump to content

କଦଳୀ କାନ୍ଦି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଦଳୀ କାନ୍ଦି
ଉଚ୍ଚାରଣ: Kadaḻī Kāndi
केलाकाघौद

ଦେ. ବି. (ସଂ. କଦଳୀ ଓ ସ୍କନ୍ଧ) —

କଦଳୀ ଗଛର ଆଗରୁ ବାହାରିଥିବା ଦଣ୍ଡରେ ସଂଲଗ୍ନ ବହୁ ଫେଣାଯୁକ୍ତ କଦଳୀପେଣ୍ଡା —A bunch of plantains.