କଦଳୀ ଦଣ୍ଡ
ଦେଖଣା
କଦଳୀ ଦଣ୍ଡ —
ଉଚ୍ଚାରଣ: Kadaḻī daṇḍa
ସଂ. ବି.—(୬: ଷ୍ଠୀ, ତତ୍. କଦଳୀ+ଦଣ୍ଡ) —
ଫଳିଥିବା କଦଳୀ ଗଛର ମଝିରେ ଥିବା କୋମଳ ଦଣ୍ଡ; କଦଳୀ ମଞ୍ଜା — The inmost stalk of a fruited banana tree.
g.[ଦ୍ର—ଏହା ତରକାରି, ଆମ୍ବିଳ ଓ ରାଇତା ହୁଏ ଏହା ଶୀତ— କାର୍ଯ୍ୟ, ରୁଚିଜନକ, ଅଗ୍ନିବର୍ଦ୍ଧକ, ଏବଂ ଯୋନିଦୋଷ, ଅସୃଦ୍ଗର ଓ ରକ୍ତପିତ୍ତନାଶକ]