କଦଳୀ ପୁଷ୍ପ
ଦେଖଣା
କଦଳୀ ପୁଷ୍ପ —
ଉଚ୍ଚାରଣ: Kadaḻī pushpa
ସଂ. ବି. (୬: ଷ୍ଠୀ ତତ୍) —
କଦଳୀ ଭଣ୍ଡା ମଧ୍ୟରେ ଥିବା ଫୁଲ —Plantain-flower.
[ଦ୍ର—ଏହା ସ୍ନିଗ୍ଧ, ମଧୁର, କଷାୟ, ଗୁରୁ, ଶୀତବୀର୍ୟ୍ୟ ଓ ବାୟୁ, ପିତ୍ତ, ଭକ୍ତିପିତ୍ତ ଏବଂ କ୍ଷୟନାଶକ]