Jump to content

କଦଳୀ ଫେଣା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଦଳୀ ଫେଣା
ଉଚ୍ଚାରଣ: Kadaḻī pheṇā
केलाकाफंजा

ଦେ. ବି. —

କାନ୍ଦିରେ ଏକତ୍ର ଲାଗିଥିବା କଦଳୀ ଫଳର ପୁଞ୍ଜ —Clusters of plantains in a bunch.