Jump to content

କଦଳୀ ଭଣ୍ଡା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଦଳୀ ଭଣ୍ଡା
ଉଚ୍ଚାରଣ: Kadaḻi bhaṇḍā
মোচা

ଦେ. ବି. —

କଦଳୀ କାନ୍ଦିର ଅଗରେ ଥିବା ପୁଷ୍ପକୋଷ — The pod containing the plantain- flowers.

[ଦ୍ର—ଏହା ରାଇତା ଓ ଭଜା ହୁଏ]