Jump to content

କଦା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଦା
ଉଚ୍ଚାରଣ: Kadā

ସଂ. ଅ. (କିମ୍+କାଳାଧିକରଣ ଅର୍ଥରେ. ଦା) —

୧: କେବେ; କେଉଁ ସମୟରେ — ୧. When; at what time.

ସନ୍ନିଧେ ରହିଲେ କଦା ନୁହଇ ପୀରତୀ—ପିତାମ୍ବର. ନୃସିଂହପୁରାଣ

୨: କୌଣସି ସମୟରେ; ଆଦୌ; କେବେହେଁ — ୨. At any time; at all.

ବଧିରା ପରା ଧୀରା କଦା ନ ମଜ୍ଜି—ଭଞ୍ଜ. ବୈଦେହୀଶବିଳାସ