କଦାକାଳେ
ଦେଖଣା
କଦାକାଳେ —
ଉଚ୍ଚାରଣ: Kadākāḻe
কোনসময়ে
कबभि
ଗ୍ରା. ଅ. (ସଂ. କଦା ଓ କାଳେ) —
୧: କେବେହେଁ —୧. Ever.
୨: କସ୍ମିନ୍ କାଳେ; କେବେ ହେଲେ — ୨. At any time whatever.
୩: କଦା; କ୍ବଚିତ୍ —୩. Seldom; rarely.
୪: ବେଳେ ବେଳେ —୪. Occasionally.
[ ଦ୍ର—ସାଧାରଣଃ ଏହା ନିଷେଧାର୍ଥକ ଷବ୍ଦ ସଙ୍ଗେ ବ୍ୟବହୃତ ହୁଏ, ଯଥା—ମୁଁ କଦାକାଳେ ସେଠାକୁ ୟିବି ନାହିଁ ମୁଁ କଦା କାଳେ ଏହାକୁ ଦେଖି ନାହିଁ]