କଦାଚ
ଦେଖଣା
କଦାଚ —
ଉଚ୍ଚାରଣ: Kadācha
কদাচ
कदाच
ଦେ. ଅ. (ସଂ. କଦାଚନ) —
୧: କଦାପି; କେବେହେଲେ; କେବେହେଁ, ଜମାରୁ; ଆଦୌ —୧. At all.
କଦାଚ ରୋଗ ପଶି ନ ପାରେ ତା ଶରୀରେ ପୀତାସ୍ବର. ନୃସିଂହପୁରାଣ
୨: କଦାଚିତ୍; କେବେ; କୌଣସି ସମୟରେ — ୨. At any time.
୩: କ୍ବଚିତ୍; କଦବା; ଖୁବ୍ କମ୍ ସମୟରେ ବା ସ୍ଥଳରେ — ୩. Seldom; rarely.