କଦାପି
ଦେଖଣା
କଦାପି —
ଉଚ୍ଚାରଣ: Kadāpi
ସଂ. ଅ. (କଦା+ଅପି) —
୧: କେବେହେଲେ; କେବେମଧ୍ୟ — ୧. At any time.
୨: କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ — ୨. At any certain fixed time.
କଦାପି —
ଉଚ୍ଚାରଣ: Kadāpi
ସଂ. ଅ. (କଦା+ଅପି) —
୧: କେବେହେଲେ; କେବେମଧ୍ୟ — ୧. At any time.
୨: କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ — ୨. At any certain fixed time.