Jump to content

କଦିମ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଦିମ୍
ଉଚ୍ଚାରଣ: Kadim
कदीम

ବୈଦେ. ବିଣ. (ଆ. କଦୀମ୍) —

ପ୍ରାଚୀନ; ପୁରାତନ — Ancient; old.

ବି.

(ଜାହାଜିଆଙ୍କ ଭାଷା) ଜାହାଜରେ ବୋଝ ଆଦି ଉଠାଇବା ପାଇଁ ବ୍ୟବହୃତ ଲୁହା ଛଡ଼ —(nautical term) An iron-bar used in lifting big loads in ships.