କଦ୍ବଦ
ଦେଖଣା
କଦ୍ବଦ —
ଉଚ୍ଚାରଣ: Kadbada
(କଦ୍ବଦା—ସ୍ତ୍ରୀ)
ସଂ. ବି. ପୁଂ. (କୁ=କୁତ୍ସିତ+ବଦ ଧାତୁ=କହିବା+କର୍ତ୍ତୃ. ଅ; କୁ ସ୍ତାନରେ କତ୍ ଆଦେଶ) —
୧: କୁତ୍ସିତ ବକ୍ତା; ଅର୍ଶୁଦ୍ଧ ବକ୍ତା; ମନ୍ଦ କଥକ — ୧. Bad speaker; one who speaks incorrectly.
୨: କଟୁଭାଷୀ —୨. Uttering harsh words.
୩: ଅଶ୍ରାବ୍ୟ ଭାଷା କହିବା (ବ୍ୟକ୍ତି) — ୩. One who speaks obscene words.
୪: ଦୁଃଶ୍ରାବ୍ୟ ଶବ୍ଦଯୁକ୍ତ — ୪. With jarring or unpleasant sound.