Jump to content

କଦ୍ରୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଦ୍ରୁ
ଉଚ୍ଚାରଣ: Kadru

ସଂ. ବି. ସ୍ତ୍ରୀ. (କମ୍ ଧାତୁ=ଇଚ୍ଛା କରିବା+କର୍ମ. ଉ; ନିପାତନ) —

୧: ପିଙ୍ଗଳବର୍ଣ୍ଣ —୧. Tawny colour.

୨: କଶ୍ୟପମୁନିଙ୍କର ଏକତମାତ୍ରପତ୍ନୀ; ସର୍ପମାନଙ୍କ ଆଦିମାତା; ଦକ୍ଷଙ୍କ କନ୍ୟା —୨. One of the wives of sage Kaṡyapa; the progenetress of serpents; the daughter of Dakshya.

ବିଣ.

ପିଙ୍ଗଳବର୍ଣ୍ଣବିଶିଷ୍ଟ; ଛପିଛପିକିଆ — Of tawny or variegated colour.