Jump to content

କନକକଟକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନକକଟକ
ଉଚ୍ଚାରଣ: Kanakakaṭaka

ସଂ. ବି. (ମ. ପ. ଲୋ; କନକ+କଟକ) —

୧: ସ୍ବର୍ଣ୍ଣ କଙ୍କଣ —୧. Gold bracelet.

୨: ସ୍ବର୍ଣ୍ଣମୟ ପୁର —୨. A town of gold.

୩: ଲଙ୍କାନଗର — ୩. Laṅkā, the capital of Rābaṇa.

ବୋଲାଇ ଏଥିକି କନକ କଟକ ଏଠାରୁ ହୋଇଲା କାଣି ଯେ— ଭଞ୍ଜ. ବୈଦେହୀଶବିଳାସ