କନକକୂଟ
ଦେଖଣା
କନକକୂଟ —
ଉଚ୍ଚାରଣ: Kanakakūṭa
ସଂ. ବି. (ବହୁବ୍ରୀହି; କନକ+କୂଟ=ଶୃଙ୍ଗ) —
୧: ପର୍ବତବିଶେଷ — ୧. Name of a mountain.
କନକକୂଟଗିରିକ୍ତ ଉଇଁ ଆସୁଛଇଁ—ବିଷ୍ଣୂକେଶରୀ ପୁରାଣ
୨: କୌଳାସର ଶୃଙ୍ଗବିଶେଷ — ୨. A peak of the Everest.
[ଦ୍ର—ପୌରାଣିକ କଥା ଅଛି ଯେ ପବନ ଓ ଗରୁଡ଼ର କଳିରେ ଏହି ହେମକୂଟ ବା କନକକୂଟ ଛିଡ଼ି ଉଡ଼ି ଯାଇ ସମୁଦ୍ରରେ ପଡ଼ିବାରୁ ଲଙ୍କା ବା ସିଂହଳ ଦ୍ବୀପ ହୋଇଥିଲା]
୩: ସୁମେରୁ ପର୍ବତ — ୩. The mythological mountain Sumeru.