Jump to content

କନକଗିରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନକଗିରି
ଉଚ୍ଚାରଣ: Kanakagiri

ସଂ. ବି. (ମ. ପ. ଲୋ; କନକ+ଗିରି) —

ସୁବର୍ଣ୍ଣପର୍ବତ; ସୁମେରୁ ପର୍ବତ —The mythological golden mountain; Sumeru.