Jump to content

କନକଗୋରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନକଗୋରୀ
ଉଚ୍ଚାରଣ: Kanakagorī

ଦେ. ବିଣ. ସ୍ତ୍ରୀ. (ସଂ. କନକ+ଗୌରୀ) —

ସୁନା ପରି ଗୌରବର୍ଣ୍ଣା (ସ୍ତ୍ରୀ) —(woman) Of bright yellow complexion; of golden complexion.