Jump to content

କନକଚମ୍ପକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନକଚମ୍ପକା
ଉଚ୍ଚାରଣ: Kanakachampaka

ସଂ. (ମ. ପ. ଲୋ; କନକବର୍ଣ୍ଣବିଶିଷ୍ଟ ଚମ୍ପକ) —

୧: କର୍ଣ୍ଣକାର; କନିଅର (ଦେଖ) ୧. Kaniara (See)

୨: କନକଚମ୍ପକ (ଦେଖ) ୨. Kanakachampaka (See)

୩: ସ୍ବର୍ଣ୍ଣନିର୍ମିତ ଚମ୍ପକଫୁଲ — ୩. A Champak flower made of gold.