Jump to content

କନକଦୁର୍ଗା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନକଦୁର୍ଗା
ଉଚ୍ଚାରଣ: Kanakadurgā

ସଂ. ବି. (ମ ପ. ଲୋ; କନକ+ଦୂର୍ଗା) —

୧: ସୁନାରେ ତିଆରି ଦୂର୍ଗାପ୍ରତିମା — ୧. An golden image of the Goddess Durgā.

୨: (ଲକ୍ଷାଣାର୍ଥ) ଗୌରବର୍ଣ୍ଣା ଓ ଅତ୍ୟନ୍ତ ସୁନ୍ଦରୀ ସ୍ତ୍ରୀ — ୨. (figurative) A very beautiful Woman of golden complexion.