Jump to content

କନକନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନକନ
ଉଚ୍ଚାରଣ: Kanakana
চংচং बेचैन

ଦେ. ଅ —

୧: ବ୍ୟାକୁଳ; ଦୁଃଖରେ ଚଞ୍ଚଳ — ୧. Restless with grief; fidgety.

୨: ଅସ୍ଥିର —୨. Restless.

ଉଠଇ ବସଇ ଯେ ହୁଅର କନକନ—ମହାଦେବ. ମାର୍କଣ୍ଡେୟପୁରାଣ

୩: ସନ୍ଦେହରେ ଅସ୍ଥିର — ୩. Restless with suspicion.

୪: ଧକ୍ଧକ୍ ବିନ୍ଧୁଥିବା —୪. Smarting.

୫: ଏଣେ ତେଣେ ଆଖି ବୁଲାଉ ଥିବା — ୫. Casting hurried glances of all sides.

୬: ଚକିତ; ଚମକୁଥିବା —୬. Startled.

୭: ତ୍ରସ୍ତ; ଭୟଭୀତ —୭. Frightened.