Jump to content

କନକନ ହେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନକନ ହେବା
ଉଚ୍ଚାରଣ: Kanakana hebā
চংচংকরা बेचैनहोना

ଦେ. କ୍ରି. —

୧: ବ୍ୟାକୁଳ ହେବା; ଦୁଃଖରେ ଚଞ୍ଚଳ ହେବା —୧. To be restless in grief.

୨: ସନ୍ଦେହରେ ଅସ୍ଥିର ହେବା — ୨. To be restless in suspicion.

୩: ଧକ୍ ଧକ୍ ବିନ୍ଧିବା (ଘାଆ, ବଥ ଆଦି) — ୩. To smart with pain.