Jump to content

କନକନ ହୋଇ ଚାହିଁବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନକନ ହୋଇ ଚାହିଁବା
ଉଚ୍ଚାରଣ: Kanakana hoi chāhiñbā
চংচং করে চাওয়া

ଦେ. କ୍ରି. —

ତରତର ହୋଇ ଏ ପାଖେ ସେ ପାଖେ ଆଖି ବୁଲାଇବା; ସନ୍ଦେହ ବା ବିପଦ ଆଶଙ୍କାରେ ଏଣେ ତେଣେ ଚାହିଁବା — To turn one's eyes to all sides with restless glances due to fear or doubt.

ମୃଗ ଶମ୍ବର ବରାହ ଆଦି ଜୀବମାନେ କନକନ ହୋଇ ଚାହାନ୍ତି ସେ ଭୟ ମନେ ମହାଦେବ. ମାର୍କଣ୍ଡେୟପୁରାଣ