Jump to content

କନକରେତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନକରେତା
ଉଚ୍ଚାରଣ: Kanakaretā

ସଂ. ବି. (ବହୁବ୍ରୀହି; କନକ+ରେତଃ) —

ଅଗ୍ନି — Fire.

କନକରେତାକୁ ପତଙ୍କ ପାଇ ଦୀନକୃଷ୍ଣ. ରସକଲ୍ଲୋଳ