Jump to content

କନଷ୍ଟବଳ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନଷ୍ଟବଳ୍
ଉଚ୍ଚାରଣ: Kanashṭabaḻ
কনষ্টেবল कानष्टेबिल

ବୈଦେ. ବି. (ଇଂ. କନ୍ଷ୍ଟେବଲ୍) —

ପୁଲିସ୍ ସିପାହି ବା ପାଇକ —Constable.