Jump to content

କନାଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନାଟ
ଉଚ୍ଚାରଣ: Kanāṭa
কানাত कनात

ବୈଦେ. ବିଣ.—(ଉରଷ୍କ—କନାତ୍=ତମ୍ବୁର ଲୁଗା—ବାଡ଼) —

ବସ୍ତ୍ରନିର୍ମିତ — Made of cloth.

ବୈଦେ. ବି. —

କନାଟବାଡ଼ (ଦେଖ) Kanāṭabāṟḍ̠a (See)

ଗାଡ଼ି ଘୋଡ଼ା ଓଟ ପାଲିଙ୍କି କନାଟ ତମ୍ବୁ ଶାଲ ବନାଉତ ବ୍ରଜନାଥ. ସମରତରଙ୍ଗ