Jump to content

କନିଅର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନିଅର
ଉଚ୍ଚାରଣ: Kaniara
কববী, কলকেফুল पीलाकनीर

ଦେ. ବି. (ସଂ. କର୍ଣ୍ଣିକାର) —

କର୍ଣ୍ଣିକାର (ଦେଖ) Karṇṇikāra (See)

ଶିବାଳୟ ଉପକଣ୍ଠେ କନିଅର ରାଧାନାଥ. ଚିଲିକା

[ଦ୍ର—ହିନ୍ଦିରେ ଏବଂ ବଙ୍ଗଳାରେ କରବୀର ଫୁଲକୁ କନେର କହନ୍ତି]