କନିଆଁ ଭାରିଯା
ଦେଖଣା
କନିଆଁ ଭାରିଯା —
ଉଚ୍ଚାରଣ: Kaniāñ bhārij̄ā
কনে বউ
ଗ୍ରା. ବି. ସ୍ତ୍ରୀ (ସଂ. କନୀୟସୀ ଓ ଭାର୍ଯ୍ୟା) —
ପୁରୁଷର ଦ୍ବିତୀୟ ପକ୍ଷୀୟା ବା ତହିଁ ପର ସ୍ତ୍ରୀ — Wife or a man after the death of his first wife.