କନିଆରି
ଦେଖଣା
କନିଆରି —
ଉଚ୍ଚାରଣ: Kaniāri
ସଂ. କରବୀର; ଅଶ୍ବଘ୍ନ;
ଚଣ୍ଡକ; ଲଗୁଡ଼
রক্তকরবী; শ্বোতকরবী
सफेदकेरवी; लालकरवी
ତେ. ଗନ୍ନେରୁ
ଦେ. ବି —
କରବୀ —Herium Odorum (oleander)
[ଦ୍ର—ଏହା ତିନିପ୍ରକାର;— ୧: . ଶ୍ବେତପୁଷ୍ପ, ୨: . ରକ୍ତପୁଷ୍ପ, ୩: . ପୀତପୁଷ୍ପ— (ଦ୍ରବ୍ୟଗୁଣ— କଳ୍ପଦ୍ରୁମ)]