କନିଶିରି
ଦେଖଣା
କନିଶିରି —
ଉଚ୍ଚାରଣ: Kaniṡiri
কানসিড়ে
ଦେ. ବି. (ସଂ. କଞ୍ଚଟ; ଅନ୍ୟ ସଂ. ନାମ—ମହାରାଷ୍ଟ୍ରୀ) —
ଅୟତ୍ନୋତ୍ପନ୍ନ ଶାକବିଶେଷ — Commelyna Bengalensis.
[ଦ୍ର—ଏହା ଛାୟାବୃତ୍ତ ସ୍ଥାନରେ ବଷାଦିନେ ଭୁଇଁରେ ମାଡ଼େ ଏହା ଲଟାଳିଆ, ଗଣ୍ଠିରେଗଣ୍ଠିରେ ଚେର ହୁଏ ପତ୍ର ଅଣ୍ଡାକାର, ପତ୍ରର ଡେମ୍ଫ ନଳ ପରି ଫୁଲ ଛୋଟ ଓ ନେଳିଆ ଗରିବ ଲୋକେ ଏହାକୁ ଶାଗ କରି ଖାଆନ୍ତି ଏଥିର ଡେମ୍ଫରୁ ନିର୍ଗତ ଜଳୀୟ ରସ ଆଖିର ବାହାରିବା ଆଲୁଅରେ ଲଗାଇଲେ ଉକ୍ତ ବ୍ରଣ ଭଲ ହୋଇଯାଏ]