ଶବ୍ଦାର୍ଥ:
କନୀ — ଉଚ୍ଚାରଣ: Kanī
ସଂ. ବି. ସ୍ତ୍ରୀ—(କନ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ+ସ୍ତ୍ରୀ. ଈ) —
କନ୍ୟା; ଦୁହିତା —Daughter.