Jump to content

କନେଇଁ ବଇଁଶୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନେଇଁ ବଇଁଶୀ
ଉଚ୍ଚାରଣ: Kaneiñbaiñṡī
কনাই বাঁশী

ଦେ. ବି. —

କହ୍ନେଇବଇଁଶୀ; ଏକ ପ୍ରକାର କାଠିଆ କଦଳୀ (ଏହା ଲମ୍ବରେ ଏକ ଫୁଟ ପର୍ଯ୍ୟନ୍ତ ବଢ଼େ ଓ ବଙ୍କା) —A kind of plaintain.