Jump to content

କନେକମୁଣ୍ଡେଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନେକମୁଣ୍ଡେଇ
ଉଚ୍ଚାରଣ: Kanekamuṇḍei

ଗ୍ରା. ବି—(ସଂ. କନକମଣ୍ଡପ) —

ଦେବତାଙ୍କର ଉପରେ ଗମ୍ଭୀରାଭିତରେ ଯେଉଁ ମଣ୍ଡପ ଥାଏ (ଏହା ପ୍ରାୟ କାଠରେ ତିଆରି ହୋଇଥାଏ); କନକ— ମଣ୍ଡପ —An awning or roof of wooden planks raised over an idol.