କନ୍
ଦେଖଣା
କନ୍ (ଧାତୁ) —
ଉଚ୍ଚାରଣ: Kan (root)
ସଂ —
୧: ପ୍ରୀତ ହେବା —୧. To be pleased.
୨: ସନ୍ତୁଷ୍ଟ ହେବା —୨. To be satisfied.
୩: ଇଚ୍ଛା କରିବା —୩. To wish.
୪: ଆକାଂକ୍ଷା କରିବା —୪. To desire.
୫: ଚକ୍ ଚକ୍ କରିବା; କିରଣ ହେବା — ୫. To shine.
୬: ଖୋଜିବା —୬. To seek.