କନ୍ତାରି
ଦେଖଣା
କନ୍ତାରି —
ଉଚ୍ଚାରଣ: Kantāri
কান্তারী
कतारा; कतारी
ଦେ. ବି. (ସଂ. କାଂତାର; ତୁଳ—ପ୍ରା. କନ୍ତାର) —
ଏକ ପ୍ରକାର ଆଖୁ —A kind of sugarcane.
[ଦ୍ର—ଏହାର ବର୍ଣ୍ଣ ଲାଲ; ଏହାର ଚୋପା ମୋଟା ଓ ଶସ କୋମଳ; ଏହା ଅନ୍ୟ ଜାତିୟ ଆଖୁ ଅପେକ୍ଷା ଲମ୍ବ; ଏଥିରୁ ଭଲ ଗୁଡ଼ ହୁଏ ଓଡ଼ିଶାରେ ଏଥିର ଚାଷ ବେଶି ହୁଏ]