Jump to content

କନ୍ଥଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ଥଡ଼ା
ଉଚ୍ଚାରଣ: Kanthaṟḍ̠ā
নেকড়া, নাতা गुदड़ा, कथरी

ଦେ. ବି. (ସଂ. କନ୍ଥା) —

୧: ଗୁଡ଼ିଏ ଚିରା କନା ବା ଜୀର୍ଣ୍ଣ ବସ୍ତ୍ର ଏକତ୍ର ଯୋଡ଼ି ସିଲାଇ ହୋଇ ପ୍ରସ୍ତୁତ ହୋଇଥିବା ଶେୟ —୧. Quilt made of rags sewn together.

୨: ଗୁଡ଼ିଏ ଚିରା କନାର ସମଷ୍ଟି — ୨. A collection of rags.

ଦେ. ବିଣ —

୧: କନ୍ଥାରେ ପରିଣତ — ୧. Reduced to rags.

୨: କନ୍ଥାନିର୍ମିତ —୨. Made of rags.