କନ୍ଦଗ୍ରନ୍ଥି
ଦେଖଣା
କନ୍ଦଗ୍ରନ୍ଥି —
ଉଚ୍ଚାରଣ: Kandagranthi
ଓ. ପିଣ୍ଡ ଆଳୁ
চুবুড়ে আলু
रतालु, पिराडालु, कान्द्व
ମ. ରତାଲ୍ଲୋଁ, ଗୋଡ଼େ ରତାଲ୍ଲୋଁ
ଗୁ. ରତାଲୁ
ତେ. ଚିରଗେଡ଼
ତା. ଜାମଂ ସ୍କୋଲ୍ଲଂ
ସଂ. ବି —
ଲତାକନ୍ଦବିଶେଷ; ପିଣ୍ଡାଳୁ; ପିଣ୍ଡଆଳୁ — Sweet potato; Batatas Esculatus.
[ଦ୍ର—ଏହା ମଧୁରରସ, ଶୀତବୀର୍ୟ୍ୟ, ବୃଷ୍ୟ, ସନ୍ତପଣି ଓ ଗୁରୁ ଏହା ମୂତ୍ରକୃଚ୍ଛ୍ର, ଦାହ, ଶୋଷ ଏବଂ ପ୍ରେମହନାଶକ]