Jump to content

କନ୍ଦଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ଦଟ
ଉଚ୍ଚାରଣ: Kandaṭa

ସଂ. ବି. (କନ୍ଦ୍ ଧାତୁ=ଆର୍ଦ୍ର ହେବା+କର୍ତ୍ତୃ. ଅଟନ୍) —

ଶ୍ବେତ ପଦ୍ମ —White lotus.