Jump to content

କନ୍ଦମୂଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ଦମୂଳ
ଉଚ୍ଚାରଣ: Kandamūḻa

ସଂ. ବି —

୧: ମିଷ୍ଟ ଖାଦ୍ୟ ମୂଳବିଶେଷ — ୧. An edible bubluous root of sweet taste.

ରାଜ୍ୟଭାର ତେଜି କନ୍ଦମୂଳ କଲି ଗ୍ରାସ ସାରଳା. ମହାଭାରତ

୨: ଗୟାଆଳୁ — ୨. A kind of tree with edible root bulb; Manihot Utilissema.

[ ଦ୍ର—ଏହି ଗଛ ୩/୪: ହାତ ଉଚ୍ଚ ହୁଏ; ଏହାର ପନ୍ତ୍ର ସିମିଳୀ ପତ୍ର ପରି; ଏହାର ମୂଳ ମୋଟା ଓ ଲମ୍ବ; ଏହାର ଡାଳ ଭୂଇଁରେ ଲାଗେ; ନେପାଳ—ତରାଇରେ ଓ ଅକାମିକା; ଏହାର ମୂଳକୁ ଲୋକେ ପାଣିରେ ସିଝାଇ ତିଅଶ କରି ଖାଆନ୍ତି ହି. ଶବ୍ଦସାଗର]

ଏହି ମୂଳକ କୁଟି ପାଣିରେ ବତୁରାଇଲେ ପାତ୍ର ତଳେ ପାଳୁଅ ପରି ଧଳା ସ୍ତର ବସିଯାଏ — Cassave; Tapioca.

[ ଯୋଗେଶଚନ୍ଦ୍ର]