Jump to content

କନ୍ଦର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ଦର
ଉଚ୍ଚାରଣ: Kandara

ସଂ. ବି. (କଂ=ଜଳକୁ+ହୃ=ବିଦୀର୍ଣ୍ଣ ହେବା+କର୍ତ୍ତୃ. ଅ)

୧: ପର୍ବତଗହ୍ବର; ଦରା — ୧. Cave; ravine.

୨: କୃତ୍ତ୍ରିମ ଗୁହା — ୨. Artificial cave.

୩: (କଂ=ଗଜମସ୍ତକ+ଦୃ ଧାତୁ=ବୀଦୀର୍ଣ୍ଣ ହେବା+ କରଣ. ଅ)—ଆଙ୍କୁଶ; ହାତିଆଙ୍କୁଶା — ୩. The hook for driving or goading an elephant.

୪: ଆର୍ଦ୍ରକ; ଅଦା —୪. Ginger.

୫: ଓଲୁଅ —୫. Wild arum.

୬: ଗାଜର; ଗୁଞ୍ଜନ; ରକ୍ତବର୍ଣ୍ଣ ଖାଦ୍ୟ—ସୂଳବିଶେଷ — ୬. Carrot.