କନ୍ଦରାସୁର
ଦେଖଣା
କନ୍ଦରାସୁର —
ଉଚ୍ଚାରଣ: Kandarāsura
ଦେ. ବି. (ସଂ. କନ୍ଦରା=ଗିରିଗହ୍ବର) —
କଟକ ଜିଲ୍ଲାର ଲଳତିଗିରିର କନ୍ଦରରେ ବାସ କରୁଥିବା ପୁରାଣବର୍ଣ୍ଣିତ ଅସୁରବିଶେଷ —The name of a demon inhabiting the Laḻatigiri hills in the Cuttuck District.
[ଦ୍ର—ଏହି ଅସୁରକୁ ସଂହାର କରି ବଳରାମ ଏହି ଅସୁରର କନ୍ୟା ତୁଳସୀକୁ ବିବାହ କରିଥିଲେ]