କନ୍ଦର୍ପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ଦର୍ପ
ଉଚ୍ଚାରଣ: Kandarpa

ସଂ. ବି. (କଂ=ବ୍ରହ୍ମାଙ୍କୁ+ଦୃପ୍ ଧାତୁ=ସଂଦୀପ୍ତ କରିବା+କତ୍ତୃ. ଅ, ଅଥବା କଂ=କାହାକୁ+ଦୃପ ଧାତୁ=ସନ୍ଦୀପ୍ତ— କରିବା+ଅ; ଯେ ସବୁ ପ୍ରାଣୀକୁ ସନ୍ଦୀପିତ କରେ) —

ମଦନ; କାମଦେବ —Cupid; the God of Love.

ଦେ. ବି —

ପୁରୁଷର ବୀର୍ଯ୍ୟ; ରେତଃ —Semen virile.