କନ୍ଦର୍ପଜୀବ
ଦେଖଣା
କନ୍ଦର୍ପଜୀବ —
ଉଚ୍ଚାରଣ: Kandarpajība
ସଂ. ବି. (କନ୍ଦର୍ପ+ଜୀବ ଧାତୁ=ଜୀଆଁଇବା+କରଣ. ଅ; ୟାହାଦ୍ବାରା କାମବୃଦ୍ଧି ହୁଏ) —
ପଣସ ଫଳ — Jack-fruit.
କନ୍ଦର୍ପଜୀବ —
ଉଚ୍ଚାରଣ: Kandarpajība
ସଂ. ବି. (କନ୍ଦର୍ପ+ଜୀବ ଧାତୁ=ଜୀଆଁଇବା+କରଣ. ଅ; ୟାହାଦ୍ବାରା କାମବୃଦ୍ଧି ହୁଏ) —
ପଣସ ଫଳ — Jack-fruit.