Jump to content

କନ୍ଦର୍ପବାଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ଦର୍ପବାଣ
ଉଚ୍ଚାରଣ: Kandarpabāṇa

ସଂ. ବି —

କାମଦେବଙ୍କ ଧୃତ କାମୀଜନଙ୍କ ପ୍ରତି ପ୍ରେରିତ କଳ୍ପିତ ଶର —The arrow of Cupid; shafts of the God of Love; Cupid's shafts.

[ଦ୍ର—କନ୍ଦର୍ପର କଳ୍ପିତ ଧନୁ ପୁଷ୍ପନିର୍ମିତ ଓ ପାଞ୍ଚବାଣ ମଧ୍ୟ ପାଞ୍ଚଗୋଟି ପୁଷ୍ପ ଅଟେ]