Jump to content

କନ୍ଦର୍ପରାଜ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ଦର୍ପରାଜ
ଉଚ୍ଚାରଣ: Kandarparāja

ସଂ. ବି. (ଏକ ହାତ ଉଚ୍ଚତାବିଶିଷ୍ଟ)

କଣ୍ଟକଗୁଳ୍ମବିଶେଷ — A thorny medicinal plant.

[ଦ୍ର—ଏହାର ଫୁଲ ଧଳା ଗଈଶଫୁଲ ପରି, ଏହା ଔଷଧରେ ବ୍ୟବହୃତ ହୁଏ]